ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ପ୍ରକୋପ । ଲଗାତର କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହଜାର ଟପୁଥବା ବେଳେ ଏବେ ଟିକେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୩୨୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୧୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୩୨୦ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 27th September
New Positive Cases: 3235
In quarantine: 1915
Local contacts: 1320(Details of local contacts will be shared by concerned Dist Administration)
District Wise Cases
1. Angul: 179
2. Balasore: 100
3. Bargarh: 137
4. Bhadrak: 67
5. Balangir: 101— I & PR Department, Odisha (@IPR_Odisha) September 28, 2020
22. Mayurbhanj: 118
23. Nawrangpur: 124
24. Nayagarh: 43
25. Nuapada: 106
26. Puri: 79
27. Rayagada: 101
28. Sambalpur: 120
29. Sonepur: 65
30. Sundargarh: 101
31. State Pool: 148New Recovery: 3378
Cumulative Tested: 3159400
Positive: 212609
Recovered: 173571
Active Case: 38172— I & PR Department, Odisha (@IPR_Odisha) September 28, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୩୩୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୨୬୯୦ କୁ ବୃଦ୍ଧି ପାଇଥିବା ବେଳେ ୧୭୩୫୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୩୮୧୭୨ ଜଣ ଚିକିତ୍ସିତ ହେଉଛନ୍ତି ।