ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଲଗାତର କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହଜାର ଟପୁଥବା ବେଳେ ଏବେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହାଫଳରେ ଏବେ ତଳ ମୁହାଁ କରୋନା ମିଟର । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୨୬୧୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୨୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୦୯୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 4th October
New Positives Cases: 2617
In quarantine: 1521
Local contacts: 1096(Details of local contacts will be shared by concerned District Administration)
District Wise Cases
1. Angul: 115
2. Balasore: 79
3. Bargarh: 148
4. Bhadrak: 49
5. Balangir: 109— I & PR Department, Odisha (@IPR_Odisha) October 5, 2020
22. Mayurbhanj: 101
23. Nawarangpur: 59
24. Nayagarh: 38
25. Nuapada: 58
26. Puri: 79
27. Rayagada: 26
28. Sambalpur: 106
29. Sonepur: 23
30. Sundargarh: 91
31. State Pool: 106New Recoveries: 4108
Cumulative Tested: 3482402
Positive: 235330
Recovered: 202302
Active Cases: 32051— I & PR Department, Odisha (@IPR_Odisha) October 5, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୪୧୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୫୩୩୦ କୁ ବୃଦ୍ଧି ପାଇଥିବା ବେଳେ ୨୦୨୩୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୩୨୦୫୧ ଜଣ ଚିକିତ୍ସିତ ହେଉଛନ୍ତି ।