ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ତଳକୁ ଖସିଛି । ଯାହାଫଳରେ ଏବେ ହ୍ରାସ ପାଉଛି କରୋନା ସଂକ୍ରମଣ । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୨୧୯୬ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୭୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୯୨୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 16th October
New Positives Cases: 2196
In quarantine: 1274
Local contacts: 922(Details of local contacts will be shared by concerned District Administration)
District Wise Cases
1. Angul: 107
2. Balasore: 104
3. Bargarh: 80
4. Bhadrak: 16
5. Balangir: 71— I & PR Department, Odisha (@IPR_Odisha) October 17, 2020
22. Nawarangpur: 50
23. Nayagarh: 20
24. Nuapada: 108
25. Puri: 77
26. Rayagada: 14
27. Sambalpur: 37
28. Sonepur: 70
29. Sundargarh: 140
30. State Pool: 50New Recoveries: 2850
Cumulative Tested: 4001065
Positive: 266345
Recovered: 241385
Active Cases: 23786— I & PR Department, Odisha (@IPR_Odisha) October 17, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୨୮୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୩୪୫ କୁ ବୃଦ୍ଧି ପାଇଥିବା ବେଳେ ୨୪୧୩୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୨୩୭୮୬ ଜଣ ଚିକିତ୍ସିତ ହେଉଛନ୍ତି ।