ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ତଳକୁ ଖସିଛି । ଯାହାଫଳରେ ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୧୯୧୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୦୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 21st October
New Positives Cases: 1913
In quarantine: 1109
Local contacts: 804(Details of local contacts will be shared by concerned District Administration)
District Wise Cases:
1. Angul: 106
2. Balasore: 73
3. Bargarh: 63
4. Bhadrak: 46
5. Balangir: 63— I & PR Department, Odisha (@IPR_Odisha) October 22, 2020
22. Mayurbhanj: 92
23. Nawarangpur: 41
24. Nayagarh: 33
25. Nuapada: 63
26. Puri: 55
27. Rayagada: 14
28. Sambalpur: 50
29. Sonepur: 20
30. Sundargarh: 99
31. State Pool: 50New recoveries: 2716
Cumulative Tested: 4199508
Positive: 276094
Recovered: 254913
Active cases: 19932— I & PR Department, Odisha (@IPR_Odisha) October 22, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୨୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୦୯୪ କୁ ବୃଦ୍ଧି ପାଇଥିବା ବେଳେ ୨୫୪୯୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୧୯୯୩୨ ଜଣ ଚିକିତ୍ସିତ ହେଉଛନ୍ତି ।