ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ ଦିନକୁ ଦିନ ଟେକ୍ନୋଲୋଜିରେ ପରିବର୍ତ୍ତନ ହେବାକୁ ଲାଗିଛି । ତେଣୁ ଫୋନ କମ୍ପାନୀ ମଧ୍ୟ ନିଜର ଆପ ଗୁଡିକୁ ପରିବର୍ତ୍ତନ କରୁଛନ୍ତି । ତେବେ ଆଇ ଫୋନ ମଧ୍ୟ ନିଜର ଆପରେ ପରିବର୍ତ୍ତନ କରିଛି । ଆଇ-ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ଅସ୍ଥାୟୀ ଭାବେ ଗୁଗଲ ପ୍ଲେ-ଷ୍ଟୋରରୁ ଗୁଗଲ ପେ’କୁ ହଟାଇ ଦେଇଛି ଆଇଫୋନ । ଇନଷ୍ଟାଣ୍ଟ ପେମେଣ୍ଟ ଆପ୍ ପାଇଁ ଲୋକପ୍ରିୟ ଆପ୍ ଗୁଗଲ ପେ’କୁ ଆପଲ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି। ଆଇଓଏସ ୟୁଜର ଅର୍ଥାତ ଆଇଫୋନ ବ୍ୟବହାରକାରୀଙ୍କ ପକ୍ଷରୁ କ୍ରମାଗତ ଅଭିଯୋଗ ଆସୁଥିଲା ଯେ ଯେତେବେଳେ ଗୁଗଲ ପ୍ଲେ ଷ୍ଟୋରରୁ ଟ୍ରାନଜାକ୍ସନ କରାଯାଏ, ସେତେବେଳେ ବାରମ୍ବାର ପେମେଣ୍ଟ ଏରର ଓ ଫେଲୟୋର ନୋଟିଫିକେସନ୍ ଦେଖାଏ। ଏ କାରଣ ଯୋଗୁ ଗୁଗଲ ଆପ୍ ଷ୍ଟୋରରୁ ଗୁଗଲ ପେ’କୁ ହଟାଇ ଦେଲା। ତେବେ ଅସ୍ଥାୟୀ ଭାବେ ଏହାକୁ ହଟା ଯାଇଛି। ଯେତେବେଳେ ଗୁଗଲ ପେ’ ସହ ଜଡ଼ିତ ଟେକ୍ନିକ ତଥା ଅନ୍ୟ ସମସ୍ୟା ସମାଧାନ ହୋଇଯିବ ଏହାକୁ ପୁଣିଥିରେ ଆପଲ ପ୍ଲେ ଷ୍ଟୋରରୁ ଉପଲବ୍ଦ କରାଯିବ। ଏହା ସହ ୟୁଜର ଏହାକୁ ପୁଣି ଥିରେ ବ୍ୟବହାର କରିପାରିବେ। ତେବେ ଗୁଗଲ ପେ’କୁ ଆପଲ ଆପ୍ ଷ୍ଟୋରରୁ କିଛି ସମୟ ପାଇଁ ହଟାଇ ଦିଆଯାଇଛି। ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ଏହା ଏବେ ବି ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। କେବଳ ଏତିକି ନୁହେଁ ଆଣ୍ଡଏଡ ୟୁଜରଙ୍କୁ ଏହି ଆପ ବ୍ୟବହାରରେ କୌଣସି ସମସ୍ୟା ନାହିଁ।ଗୁଗଲ କିନ୍ତୁ ଏକଥା ସ୍ପଷ୍ଟ କରି ନାହିଁ ଆଇଫୋନ ୟୁଜର ଏହାକୁ ପୁଣି ଥରେ କେବେ ଇନଷ୍ଟଲ କରିପାରିବେ। କୁହାଯାଉଛି ଖୁବଶୀଘ୍ର ଏହାର ସମାଧାନ ଗୁଗଲ କରିବ। ଆଉ କିଛି ଦିନ ପରେ ଏହାକୁ ଗୁଗୁଲ ପେ ରୁ ପାଇ ପାରିବେ ଆଇଫୋନ ବ୍ୟବହାରୀ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024