ମୁମ୍ବାଇ(ଏଟିଆର ବ୍ୟୁରୋ): ବର୍ତ୍ତମାନ ଲକଡାଉନ ସମୟରେ ଅନେକ ଆତଙ୍କି ବଢିଛି । ଦେଶରେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ତେବେ ବଲିଉଡର ବଡ କଳାକାର ମଧ୍ୟ ଏଥିରୁ ବଞ୍ଜି ନାହାନ୍ତି । କେତେକ ହିନ୍ଦୀ ଫିଲ୍ମ ଏବଂ ଟିଭି ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ପ୍ରାଣଘାତୀ ଆକ୍ରମଣ ହୋଇଛି। ଆକ୍ରମଣ ପରେ ମାଲଭି ମାଲହୋତ୍ରାଙ୍କ ମୁମ୍ବାଇର କୋକିଳାବେନ ଅମ୍ବାନି ହସ୍ପିଟାଲରେ ଚିକିତ୍ସା ଚାଲିଛି।ତାଙ୍କୁ ଜୀବନରୁ ମାରିଦିଆଯିବା ପାଇଁ ପ୍ରୟାସ କରାଯାଇଥିଲା । ଗତକାଲି ରାତିରେ ମାଲଭି ମାଲହୋତ୍ରାଙ୍କ ଜଣେ ପୁରୁଣା ବନ୍ଧୁ ତାଙ୍କ ଶରୀରକୁ ୩ଥର ଛୁରୀରେ ଆକ୍ରମଣ କରିଛନ୍ତି। ଏହି ମାମଲାକୁ ନେଇ ମୁମ୍ବାଇର ଭର୍ସୋଭା ପୋଲିସ୍ ଥାନାରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଚିକିତ୍ସା ପରେ ଅଭିନେତ୍ରୀଙ୍କ ଅବସ୍ଥାରେ ସୁଧାର ଆସିଛି ବୋଲି କୁହାଯାଉଛି।ତେଣୁ ଏହା କଣ ପାଇଁ ଓ କାହିଁକି ହୋଇଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024