ଭୁବନେଶ୍ୱର (ଏଟିଆର ବ୍ୟୁରେ): କନ୍ଧମାଳ ଜିଲ୍ଲା ରେ ଶୀତର ଲହରୀ । ଜିଲ୍ଲା ର ଅଧିକାଂଶ ସ୍ଥାନରେ ଧିରେ ଧିରେ କୁହୁଡ଼ି ଦେଖିବାକୁ ମିଳୁଛି । ଗଛଲ୍ତା ଓ ପରିବେଶରେ ଭରି ରହୁଛି କାକରର ବିନ୍ଦୁ । କନ୍ଧମାଳ ଜିଲ୍ଲାର ପ୍ରାକ୍ରୃତିକ ସୈାଧର୍ଯ୍ୟ ଅତ୍ୟନ୍ତ ମନଲୋଭା ହୋଇଥାଏ । ଶୀତ ପରିବେଶର ବେସ୍ ମଜା ଉଠାଉଛନ୍ତି ସେଠାକାର ଲୋକମାନେ । ବିଭିନ୍ନ ସ୍ଥାନରୁ ପର୍ଯ୍ୟାଟକ ମାନଙ୍କର ସୂଅ ଛୁଟିଲାଣି । ଫୁଲବାଣୀରେ ନଭେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ୟାନ୍ତ ପର୍ଯ୍ୟାଟକ ମାନଙ୍କର ଭିଡ଼ ଜମି ଥାଏ । ଘନ କୁହୁଡ଼ି ଯୋଗୁ ରାସ୍ତା ଘାଟ ଠିକ୍ ଭାବେ ଦୃଶ୍ୟମାନ ହେଉନାହିଁ । ଯାହା ଫଳରେ ରାସ୍ତା ଘାଟ ରେ ଚଳାଚଳ କରିବା ବାଧାପ୍ରାପ୍ତ ହେଉଛି । ଏଠୀକାର ଜଳପ୍ରପାତ , ବଣଜଙ୍ଗଲ , ପାହାଡ଼ , ପର୍ବତ ଦେଖିବା ପାଇଁ ଅତ୍ୟନ୍ତ ମନଲୋଭା ହୋଇଥାଏ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024