ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜମ୍ମୁକାଶ୍ମୀରର କୁପୱାଡ଼ା ଜିଲ୍ଲାର ଏଲଓସି ନିକଟରେ ତିନି ଯବାନ ସହିଦ ହୋଇଛନ୍ତି ।ଏହି ଅପରେସନରେ ଦୁଇ ସେନା ଯବାନ ଏବଂ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।ଏହା ପୂର୍ବରୁ ସୁରକ୍ଷାବଳ ଏଲଓସିରେ ଆତଙ୍କବାଦୀ ମାନଙ୍କ ପ୍ରବେଶକୁ ବନ୍ଦ କରିଦେଇଥିଲେ । ଏଥିରେ ୨ଜଣ ଅନୁପ୍ରବେଶକାରୀ ନିହତ ହୋଇଥିଲା । ଘଟଣାସ୍ଥଳରେ ମୃତ ଆତଙ୍କ ବାଦୀଙ୍କ ଠାରୁ ୨ଟି ବ୍ୟାଗ ସହ ରାଇଫଲ ମିଳିଥିଲା । ଆତଙ୍କ ବାଦୀଙ୍କ ମଧ୍ୟରେ ଏହି ଅପରେସନ ଚାଲୁ ରହିବ ବୋଲି ଜଣାବଡ଼ିଛି । ଜମ୍ମୁକାଶ୍ମୀରରେ ବରଫ ପଡ଼ୁଥିବାରୁ ଆତଙ୍କ ବାଦୀଙ୍କ ମାନେ ଘାଟି ପାର କରିବା ପାଇଁ ଉଦ୍ୟମ କରୁଛ୍ନ୍ତି ବୋଲି ସୁରକ୍ଷା ବଳର ବରିଷ୍ଠ ଅଫିସର କହିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024