ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜମ୍ମୁକାଶ୍ମୀରର କୁପୱାଡ଼ା ଜିଲ୍ଲାର ଏଲଓସି ନିକଟରେ ତିନି ଯବାନ ସହିଦ ହୋଇଛନ୍ତି ।ଏହି ଅପରେସନରେ ଦୁଇ ସେନା ଯବାନ ଏବଂ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।ଏହା ପୂର୍ବରୁ ସୁରକ୍ଷାବଳ ଏଲଓସିରେ ଆତଙ୍କବାଦୀ ମାନଙ୍କ ପ୍ରବେଶକୁ ବନ୍ଦ କରିଦେଇଥିଲେ । ଏଥିରେ ୨ଜଣ ଅନୁପ୍ରବେଶକାରୀ ନିହତ ହୋଇଥିଲା । ଘଟଣାସ୍ଥଳରେ ମୃତ ଆତଙ୍କ ବାଦୀଙ୍କ ଠାରୁ ୨ଟି ବ୍ୟାଗ ସହ ରାଇଫଲ ମିଳିଥିଲା । ଆତଙ୍କ ବାଦୀଙ୍କ ମଧ୍ୟରେ ଏହି ଅପରେସନ ଚାଲୁ ରହିବ ବୋଲି ଜଣାବଡ଼ିଛି । ଜମ୍ମୁକାଶ୍ମୀରରେ ବରଫ ପଡ଼ୁଥିବାରୁ ଆତଙ୍କ ବାଦୀଙ୍କ ମାନେ ଘାଟି ପାର କରିବା ପାଇଁ ଉଦ୍ୟମ କରୁଛ୍ନ୍ତି ବୋଲି ସୁରକ୍ଷା ବଳର ବରିଷ୍ଠ ଅଫିସର କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024