ଭବନେଶ୍ୱର(ଏଟିଆର ବ୍ୟୁରୋ):ଲୋକେ ଜେଲ ଜିବା ପରେ ନିଜର ମାନସିକ ସନ୍ତୁଳନ ହରାଇ ବସିଥାନ୍ତି ।ଏପରି କିଛି କମ୍ ଲୋକ ଥାନ୍ତି ଯେଉଁ ମାନେ ଦୃଢ ମନୋଭାବ ବ୍ୟକ୍ତି ହୋଇଥାନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟରେ ।ଏହି କଏଦୀ ଜଣକ ହେଉଛନ୍ତି ଭାନୁ ପଟେଲ । ଦୀର୍ଘ ୮ ମାସ ଜେଲରେ ରହିବା ପରେ ସେ ୩୧ ଟି ଡ଼ିଗ୍ରୀ ହାସଲ କରିସାରିଥିଲେ । ଏବଂ ୫ବର୍ଷର ଚାକିରି ପରେ ସେ ୨୩ ଟି ଡ଼ିଗ୍ରୀ ପାଇଥିଲେ । ଳେଲରୁ ମୁ୍କୁଳିବା ପରେ ତାଙ୍କୁ ସରକାରୀ ଚାକିରି ପାଇଁ ଅଫର ଆସିଥିଲା ।
ଅହମ୍ମଦାବାଦର ବିଜୁ ମେଡ଼ିକାଲ କଲେଜରୁ ସେ ଏମବିଏସ ଡ଼ିଗ୍ରୀ ହାସଲ କରିଥିଲେ । ତାଙ୍କର ବୟସ ୫୯ବର୍ଷ । ସେ ଭବନଗରେ ବାସ କରୁଛନ୍ତି । ୧୯୯୨ ମସିହାରେ ସେ ଡ଼ିଗ୍ରୀ ହାସଲ କରିବା ପାଇଁ ଆମେରିକା ଯାଇଥିଲେ । ଭାନୁଙ୍କର ବନ୍ଧୁ ଆମେରିକାରେ ଚାକରି କରୁଥିବା ବେଳେ ତାଙ୍କ ସାଙ୍ଗ ର ଦରମା ଭାନୁଙ୍କ ଆକାଉଣ୍ଟକୁ ଆସୁଥିଲା । ସେହି କାରଣରୁ ତାଙ୍କୁ ବୈଦେଣିକ ଫିରା ଆଇନ ଉଲ୍ଲଂଘନ କାର୍ଯ୍ୟରେ ତାଙ୍କୁ ୫୦ ବର୍ଷ ବୟସରେ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ କରାଯାଇଥିଲା ।
ସାଧାରଣତଃ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି ମିଳି ନଥାଏ । କିନ୍ତୁ ଭାନୁଙ୍କୁ ଆମ୍ବେଦକର ବିଶ୍ୱବିଦ୍ୟାଳୟରୁ ଚାକିରି ପାଇଁ ଅଫର ଆସିଥିଲା । ଚାକିରି ର ୫ବର୍ଷ ପରେ ଭାନୁ ୨୩ ଟି ଡ଼ିଗ୍ରୀ ହାସଲ କରିଥିଲେ । ଭାନୁଙ୍କ ନାଁ ଏବେ ଲିମକା ବୁକ୍ ଅଫ୍ ରେକର୍ଡ଼ସ , ଏସିଆ ବୁକ୍ ଅଫ୍ ରେକର୍ଡ଼ସ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ ରେ ସ୍ଥାନ ପାଇ ସାରିଛି । ନ୍ୟାସନାଲ କ୍ରାଇମ ବାଞ୍ଚ ର ସୁଚନା ଅନୁଯାୟୀ ଗୁଜୁରାଟରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା ଅପେକ୍ଷା ଅଶିକ୍ଷିତ କଏଦି ସଂଖ୍ୟା ଅଧିକ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024