ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା । ସାମ୍ନାକୁ ଆସିଛି ଆଉ ଏକ ଭାଇରାଲ ଭିଡ଼ିଓ । ଯାହା ଏବେ ହଟଚମଟ ସୃଷ୍ଟି କରିଛି । ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଥିବା ଏହି ଭିଡ଼ିଓର ୨ଟି ପାର୍ଟ ରହିଛି । ସବୁଠୁ ବଡ଼କଥା ହେଉଛି କେନ୍ଦ୍ରାପଡା ଅଞ୍ଚଳର ଏହି ଯୁବତୀ ଖୋଦ ଭୁବନେଶ୍ୱର ଆସିଥିବା ବେଳେ ଏହି ଭିଡ଼ିଓ ସୁଟିଂ କରାଯାଇଥିବା ଜଣାପଡିଛି । ତାହା ପୁଣି ଉଭୟଙ୍କ ଜ୍ଞାତ ସାରରେ ହୋଇଛି ।
ତେବେ ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ । ସେପଟେ ଢ଼େର ଦିନ ପରେ ପୁଣି ଏଭଳି ଏକ ଭିଡ଼ିଓ ପ୍ରମାଣ କରୁଛି ମହାମାରୀ ରୋଗ ଭଳି ବ୍ୟାପିବାରେ ଲାଗିଛି ଭାଇରାଲ । ଗୋଟିଏ ପଟେ ପୁଲିସ ଏନେଇ ସଚେତନ କରିବାକୁ ଅଣ୍ଟା ଭିଡୁଥିବା ବେଳେ ଏପଟେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଭାଇରାଲ ହେବା ପ୍ରମାଣ କରୁଛି ପୁଲିସର ବାଣୀ କେବଳ କାଗଜ କଲମରେ ରହିଛି । କିଛି ଚେତୁ ନାହାନ୍ତି ଯୁବଗୋଷ୍ଠୀ । ତେବେ ସେ ଯାହାହେଉ ୫ରୁ ଅଧିକ ଅଶ୍ଳିଳ ଫଟୋ ସହ ଭାଇରାଲ ଭିଡ଼ିଓ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।