ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏଥି ସହିତ ଆଜି ରାଜ୍ୟରୁ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୮୨୦ କୁ ବୃଦ୍ଧି ପାଇଛି ।
୫ ମୃତକଙ୍କ ମଧ୍ୟ ରୁ ଅନୁଗୁଳ , ବାଲେଶ୍ୱର , ବଲାଙ୍ଗୀର, କଟକ ଓ ସୁନ୍ଦରଗଡ ରୁ ଜଣେ ଲେଖାଏଁ ରହିଛନ୍ତି ।
ତେବେ ସେହିପରି କରୋନାଜନିତ ମୃତକଙ୍କ ସଂଖ୍ୟା ୩୧୯୮୫୦ କୁ ବୃଦ୍ଧି ପାଇଛି । ସେହିପରି କରୋନାରେ ୧୮୨୦ ଜଣ କାରାନା ରେ ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କର ମୃତ୍ୟୁ ଅନ୍ୟ ରୋଗ କାରଣରୁ ହୋଇଥିବାର ଜଣାପଡିଛି ।