ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୦୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫୬୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୪୪୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 1st May
New Positive Cases: 8015
In quarantine: 4568
Local contacts: 3447(Details of local contacts will be shared by concerned Dist Administration)
District Wise Cases:
1. Angul: 525
2. Balasore: 100
3. Bargarh: 390
4. Bhadrak: 145
5. Balangir: 198— I & PR Department, Odisha (@IPR_Odisha) May 2, 2021
6. Boudh: 103
7. Cuttack: 482
8. Deogarh: 101
9. Dhenkanal: 86
10. Gajapati: 120
11. Ganjam: 169
12. Jagatsinghpur: 149
13. Jajpur: 194
14. Jharsuguda: 386
15. Kalahandi: 174
16. Kandhamal: 61
17. Kendrapada: 70
18. Keonjhar: 75
19. Khurda: 1275
20. Koraput: 127— I & PR Department, Odisha (@IPR_Odisha) May 2, 2021
New recoveries: 5634
Cumulative tested: 10180678
Positive: 462622
Recovered: 391048
Active cases: 69453— I & PR Department, Odisha (@IPR_Odisha) May 2, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୫୬୩୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୨୬୨୨ ରହିଥିବା ବେଳେ ଏହି ରୋଗରୁ ୩୯୧୦୪୮ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୬୯୪୫୩ ଜଣ ଚିକିତ୍ସିତ ହେଉଛନ୍ତି ।