ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୧୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୯୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 16
7. Cuttack: 323
8. Deogarh: 5
9. Dhenkanal: 35
10. Gajapati: 11
11. Ganjam: 16
12. Jagatsinghpur: 67
13. Jajpur: 92
14. Jharsuguda: 10
15. Kalahandi: 7
16. Kandhamal: 12
17. Kendrapada: 132
18. Keonjhar: 66
19. Khurda: 458
20. Koraput: 19
21. Malkangiri: 22— I & PR Department, Odisha (@IPR_Odisha) July 15, 2021
22. Mayurbhanj: 99
23. Nawarangpur: 10
24. Nayagarh: 74
25. Nuapada: 2
26. Puri: 113
27. Rayagada: 29
28. Sambalpur: 19
29. Sonepur: 4
30. Sundargarh: 62
31. State Pool: 87New Recoveries: 2605
Cumulative Tested: 14845260
Positive: 947859
Recovered: 920646
Active cases: 22299— I & PR Department, Odisha (@IPR_Odisha) July 15, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୬୦୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୭୮୫୯ ରହିଥିବା ବେଳେ ଏହି ରୋଗରୁ ୯୨୦୬୪୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୨୨୨୯୯ ଜଣ ଚିକିତ୍ସିତ ହେଉଛନ୍ତି ।