ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ଦେଢ ବର୍ଷ ପରେ ଆଜିଠୁ ଜଙ୍ଗଲ ସଫାରିକୁ ଚାଲିଲା ବସ୍ । ୨୦୨୦ ମାର୍ଚ୍ଚ ୧୫ ରୁ ଏହି ସଫାରୀ ବନ୍ଦ ପଡିଥିଲା । ନନ୍ଦନକାନନ ପଛପଟେ ୯ନମ୍ବର ଗେଟ ନିକଟରେ ନୂଆ କରି ତିଆର ହୋଇଥିବା ନୁତନ ବସ ସଫାରୀ ବସଷ୍ଟାଣ୍ଟ ନିକଟରେ ଟିକେଟ କାଟି ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ୍ ।ପ୍ରଥମେ ୩୪ ଟି ସିଟ ବିଶିଷ୍ଟ ୨ ଟି ବସ ଚାଲୁଥିବାବେଳେ ପ୍ରତି ପର୍ଯ୍ୟଟକଙ୍କ ପିଛା ୬୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଉପ ନିର୍ଦ୍ଦେଶକ ଡ.ସଞ୍ଜିବ କୁମାର ସୂଚନା ଦେଇଛନ୍ତି । ୪ ଟି ସଫାରି ତୃଣ ଭୋଜି ଭାଲୁ, ବାଘ, ସିଂହ, ସଫାରିକୁ ପୁଣି ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024