ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ଦେଢ ବର୍ଷ ପରେ ଆଜିଠୁ ଜଙ୍ଗଲ ସଫାରିକୁ ଚାଲିଲା ବସ୍ । ୨୦୨୦ ମାର୍ଚ୍ଚ ୧୫ ରୁ ଏହି ସଫାରୀ ବନ୍ଦ ପଡିଥିଲା । ନନ୍ଦନକାନନ ପଛପଟେ ୯ନମ୍ବର ଗେଟ ନିକଟରେ ନୂଆ କରି ତିଆର ହୋଇଥିବା ନୁତନ ବସ ସଫାରୀ ବସଷ୍ଟାଣ୍ଟ ନିକଟରେ ଟିକେଟ କାଟି ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ୍ ।ପ୍ରଥମେ ୩୪ ଟି ସିଟ ବିଶିଷ୍ଟ ୨ ଟି ବସ ଚାଲୁଥିବାବେଳେ ପ୍ରତି ପର୍ଯ୍ୟଟକଙ୍କ ପିଛା ୬୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଉପ ନିର୍ଦ୍ଦେଶକ ଡ.ସଞ୍ଜିବ କୁମାର ସୂଚନା ଦେଇଛନ୍ତି । ୪ ଟି ସଫାରି ତୃଣ ଭୋଜି ଭାଲୁ, ବାଘ, ସିଂହ, ସଫାରିକୁ ପୁଣି ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024