ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କିଛି ସମୟରେ ମଧ୍ୟରେ ଋଷ ଓ ୟୁକ୍ରେନ ମଧ୍ୟରେ ହେବ ଆଲୋଚନା । ଅବଶ୍ୟ ପଛକୁ ହଟିବା ପାଇଁ ବିଲକୁଲ ପ୍ରସ୍ତୁତ ନାହିଁ ୟୁକ୍ରେନ୍ । ଆଲୋଚନାର କିଛି ସମୟ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କିଙ୍କ ବୟାନ ସାମ୍ନାକୁ ଆସିଛି ।
ସେ ଋଷ ସେନାଙ୍କୁ ଚେତାବନୀ ଜାରି କରି କହିଛନ୍ତି କି, ନିଜ ନିଜର ଜୀବନ ବଞ୍ଚାଅ ଏବଂ ଦେଶ ଛାଡି ଚାଲିଯାଅ ।