ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୬୦ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୨୩ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 96
8. Deogarh: 2
9. Dhenkanal: 1
10. Gajapati: 3
11. Ganjam: 8
12. Jagatsinghpur: 16
13. Jajpur: 12
14. Jharsuguda: 12
15. Kalahandi: 5
16. Kandhamal: 5
17. Kendrapada: 8
18. Keonjhar: 1
19. Khurda: 282
20. Koraput: 12
21. Mayurbhanj: 59
22. Nayagarh: 19— I & PR Department, Odisha (@IPR_Odisha) July 17, 2022
23. Nuapada: 7
24. Puri: 19
25. Rayagada: 6
26. Sambalpur: 23
27. Sonepur: 26
28. Sundargarh: 144
29. State Pool: 61New recoveries: 552
Cumulative tested: 32353053
Positive: 1299112
Recovered: 1284235
Active cases: 5696— I & PR Department, Odisha (@IPR_Odisha) July 17, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୫୫୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୯୧୧୨ ରହିଥିବା ବେଳେ ୫୬୯୬ ଜଣ ଚିକିତ୍ସିତ ହେଉଛନ୍ତି ।