ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୨୩ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୯୫ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 52
8. Deogarh: 8
9. Gajapati: 7
10. Jagatsinghpur: 13
11. Jajpur: 14
12. Jharsuguda: 21
13. Kalahandi: 28
14. Kandhamal: 17
15. Kendrapada: 12
16. Keonjhar: 12
17. Khurda: 158
18. Koraput: 16
19. Mayurbhanj: 71
20. Nawarangpur: 19
21. Nayagarh: 27
22. Nuapada: 12— I & PR Department, Odisha (@IPR_Odisha) July 29, 2022
23. Puri: 14
24. Rayagada: 9
25. Sambalpur: 88
26. Sonepur: 26
27. Sundargarh: 259
28. State Pool: 35New recoveries: 1206
Cumulative tested: 32602806
Positive: 1311135
Recovered: 1295157
Active cases: 6787— I & PR Department, Odisha (@IPR_Odisha) July 29, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୨୦୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୧୧୩୫ ରହିଥିବା ବେଳେ ୬୭୮୭ ଜଣ ଚିକିତ୍ସିତ ହେଉଛନ୍ତି ।