ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୦୮ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୩୮ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 38
8. Deogarh: 9
9. Dhenkanal: 2
10. Gajapati: 5
11. Ganjam: 6
12. Jagatsinghpur: 5
13. Jajpur: 10
14. Jharsuguda: 6
15. Kalahandi: 36
16. Kandhamal: 15
17. Kendrapada: 5
18. Khurda: 140
19. Koraput: 16
20. Mayurbhanj: 59
21. Nawarangpur: 11
22. Nayagarh: 8— I & PR Department, Odisha (@IPR_Odisha) August 2, 2022
23. Nuapada: 16
24. Puri: 2
25. Rayagada: 10
26. Sambalpur: 41
27. Sonepur: 20
28. Sundargarh: 176
29. State Pool: 27New recoveries: 856
Cumulative tested: 32681078
Positive: 1314683
Recovered: 1298872
Active cases: 6616— I & PR Department, Odisha (@IPR_Odisha) August 2, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୮୫୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୪୬୮୩ ରହିଥିବା ବେଳେ ୬୬୧୬ ଜଣ ଚିକିତ୍ସିତ ହେଉଛନ୍ତି ।