ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୩୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୮୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୬୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 36
8. Deogarh: 7
9. Dhenkanal: 1
10. Gajapati: 6
11. Ganjam: 12
12. Jagatsinghpur: 8
13. Jajpur: 13
14. Jharsuguda: 9
15. Kalahandi: 17
16. Kandhamal: 20
17. Kendrapada: 9
18. Khurda: 133
19. Koraput: 29
20. Mayurbhanj: 48
21. Nawarangpur: 12
22. Nayagarh: 23— I & PR Department, Odisha (@IPR_Odisha) August 3, 2022
23. Nuapada: 9
24. Puri: 12
25. Rayagada: 15
26. Sambalpur: 68
27. Sonepur: 28
28. Sundargarh: 250
29. State Pool: 30New recoveries: 1151
Cumulative tested: 32702507
Positive: 1315603
Recovered: 1300023
Active cases: 6385— I & PR Department, Odisha (@IPR_Odisha) August 3, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୧୫୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୫୬୦୩ ରହିଥିବା ବେଳେ ୬୩୮୫ ଜଣ ଚିକିତ୍ସିତ ହେଉଛନ୍ତି ।