ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୮୨ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 31
8. Deogarh: 3
9. Dhenkanal: 2
10. Gajapati: 6
11. Ganjam: 7
12. Jagatsinghpur: 3
13. Jajpur: 9
14. Jharsuguda: 3
15. Kalahandi: 21
16. Kandhamal: 7
17. Kendrapada: 2
18. Keonjhar: 2
19. Khurda: 78
20. Koraput: 5
21. Mayurbhanj: 15
22. Nawarangpur: 6— I & PR Department, Odisha (@IPR_Odisha) August 9, 2022
23. Nayagarh: 14
24. Nuapada: 15
25. Puri: 1
26. Rayagada: 9
27. Sambalpur: 39
28. Sonepur: 11
29. Sundargarh: 137
30. State Pool: 19New recoveries: 734
Cumulative tested: 32819618
Positive: 1320014
Recovered: 1305261
Active cases: 5549— I & PR Department, Odisha (@IPR_Odisha) August 9, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୩୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୦୦୧୪ ରହିଥିବା ବେଳେ ୫୫୪୯ ଜଣ ଚିକିତ୍ସିତ ହେଉଛନ୍ତି ।