ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୦ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 14th Oct
New Positive Cases: 63
Of which 0-18 years: 10
In quarantine: 37
Local contacts: 26(Details of local contacts will be shared by concerned District)
1. Balasore: 2
2. Balangir: 1
3. Cuttack: 12
4. Ganjam: 1
5. Jagatsinghpur: 2
6. Jajpur: 1— I & PR Department, Odisha (@IPR_Odisha) October 15, 2022
7. Kalahandi: 2
8. Khurda: 11
9. Koraput: 1
10. Mayurbhanj: 3
11. Nawarangpur: 3
12. Nuapada: 3
13. Puri: 4
14. Rayagada: 1
15. Sambalpur: 2
16. Sundargarh: 12
17. State Pool: 2New recoveries: 79
Cumulative tested: 33708205
Positive: 1335377
Recovered: 1325519
Active case: 605— I & PR Department, Odisha (@IPR_Odisha) October 15, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୩୭୭ ରହିଥିବା ବେଳେ ୬୦୫ ଜଣ ଚିକିତ୍ସିତ ହେଉଛନ୍ତି ।