ଭୁବନେଶ୍ୱର ( ଏଟିଆର ବ୍ୟୁରୋ) ଦେଶରେ ନୂଆ ଟ୍ରାଫିକ ଆଇନ ଲାଗୁ ହେବା ପରେ ଚାରିଆଡେ ଏବେ ଟ୍ରାଫିକ କଟକଣା କଡାକଡି ହୋଇଛି । ଟିକିଏ ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଗଣିବାକୁ ପଡିପାରେ ମୋଟା ଅଙ୍କର ଜରିମାନା । ଅନ୍ୟପଟେ ରାଜ୍ୟରେ କାଗଜ ପତ୍ର ଯାଞ୍ଚ କୁ ତିନିମାସ ପାଇଁ କୋହଳ କରାଯାଇଛି ।ଏହି ତିନିମାସ ମଧ୍ୟରେ ଗାଡିର ଲାଇସେନ୍ସ ସମେତ ସମସ୍ତ କାଗଜପତ୍ର ଠିକ କରିବା ଆଞ୍ଚଳିକ ପରିବହନ ପକ୍ଷରୁ ନିର୍ଦେଶ ରହିଛି । ଏବେ ଏହି ଅବସରରେ ଲାଇସେନ୍ସ ପାଇଁ ସବୁ ଆରଟିଓ ଅଫିସରେ ଖଚାଖୁ ଭିଡ ଦେଖିବାକୁ ମିଳୁଛି । ଅନେକ କ୍ଷେତ୍ରରେ ମଧ୍ୟ ଲର୍ଣ୍ଣି ଟେଷ୍ଟରେ ମଧ୍ୟ ଅନେକ ଲୋକ ବିଫଳ ହେଉଛନ୍ତି । ଯାହା ଫଳରେ ସେମାନେ ଲାଇସେନ୍ସ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଆସନ୍ତୁ ଜାଣିବା କିଛି ଟ୍ରାଫିକ ନିୟମ ବିଷୟରେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024