ସମ୍ବଲପୁର (ଏଟିଆର ବ୍ୟୁରୋ): ଆଜି ହେଉଛି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ମାତା ପାର୍ବତୀଙ୍କ ହାତ ଧରିବେ ଦେବଙ୍କର ଦେବ ମହାଦେବ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର । ଗଣ୍ଠାଳଫିଟା ନୀତି ଆରମ୍ଭ ହୋଇଥିବା ବେଳେ ହଳଦୀ କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଦେବଦମ୍ପତିଙ୍କ ବିବାହ ପାଇଁ ସହରର ସମସ୍ତ ଦେବାଳୟକୁ ନିମନ୍ତ୍ରଣ କରଯାଇଛି ।