ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ତାତି । ଖରା ଗରମରେ କଲବଲ ରାଜ୍ୟବାସୀ । ଦିନ ସାଢେ ୧୧ଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଝାରସୁଗୁଡା ୩୭.୨, ଚାନ୍ଦବାଲି ୩୭, ଭୁବନେଶ୍ୱର ୩୬.୮,ବାଲେଶ୍ୱର ୩୬.୬,ସମ୍ବଲପୁର ୩୬, ପୁରୀ ୩୫, କେନ୍ଦୁଝର ୩୪ ,ହୀରାକୁଦ ୩୪.୪, ପାରାଦ୍ୱୀପ ୩୩, ଗୋପାଳପୁର ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।