ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ଆସିବେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଆସନ୍ତା ୨୮ ତାରିଖରେ ତାଙ୍କର ପହଁଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଓଡିଶା କୃଷି ଭବନ ପରିଦର୍ଶନ କରିବେ ।
ଓଡିଶା ଆସିବା ପୂର୍ବରୁ ବିଲ୍ ଗେଟସ୍ କହିଛନ୍ତି କି, ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର ବା ଡିପିଆଇ ବ୍ୟବହାର କରି ଓଡିଶା କୃଷକଙ୍କୁ ସଶକ୍ତକରଣ କରିବାକୁ ଆର୍ଥିକ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ସହାୟତା ଦେଉଛନ୍ତି ସରକାର । ଚାଷର କିଭଳି ଭାବେ ଉନ୍ନତି କରିପାରିବେ ସେନେଇ ତଥ୍ୟ ଦେଉଛନ୍ତି । ଓଡିଶାର ଏହି ମଡେଲ କୁ ଏବେ ଅନ୍ୟ ଦେଶ ଗୁଡିକ ମଧ୍ୟ ଅନୁକାଶ କରିବାକୁ ବସିଲେଣି ।