EDUCATION ଏବର୍ଷ ମାଟ୍ରିକ୍ ପରୀକ୍ଷା ଦେବେ ୫ଲକ୍ଷ ୬୦ ହଜାର ୮୯୧ ଛାତ୍ରଛାତ୍ରୀ ATRNEWS BUREAU 03 Feb 2020 କଟକ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜୋରସୋରରେ ଚାଲିଛି । ... Read More »
EDUCATION ପରୀକ୍ଷା ସେଣ୍ଟରରେ ଛାତ୍ରଛାତ୍ରୀ ମାନଙ୍କୁ ଜୋତା, ମୋଜା ପିନ୍ଧିବା ମନା ATRNEWS BUREAU 03 Feb 2020 ପାଟନ(ଏଟିଆର ବ୍ୟୁରୋ): ବିହାରରେ ଆଜିଠାରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ୧୨.୦୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାର ଜଣାପଡିଛି । ତେବେ କିଛି ବର୍ଷ ହେବ ବିହାରରେ ହେଉଥିବା ... Read More »
EDUCATION ଏଣିକି ଅନଲାଇନରେ ହେବ OJEE ଟେଷ୍ଟ ATRNEWS BUREAU 31 Jan 2020 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି OJEE ଟେଷ୍ଟ ଅନଲାଇନରେ ହେବ । ଏନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ । ଏଣିକି କମ୍ପ୍ୟୁଟର ମାଧ୍ୟମରେ OJEE ଟେଷ୍ଟ କରାଯିବ । ... Read More »
EDUCATION ଏବର୍ଷ ଲାଗୁ ହେବ ନାହିଁ ଯୁକ୍ତ ୨ ପ୍ରଥମ ବର୍ଷ ପାସ ଫେଲ ATRNEWS BUREAU 30 Jan 2020 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ୨ ପ୍ରଥମ ବର୍ଷରେ ପାସ ଫେଲ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ଯେଉଁ ଛାତ୍ରଛାତ୍ରୀ ଯୁକ୍ତ ... Read More »
EDUCATION ସରକାରୀ ସ୍କୁଲରେ ଦିଆଯିବ ସ୍ପୋକନ୍ ଇଂଲିଶ ଶିକ୍ଷା ATRNEWS BUREAU 30 Jan 2020 ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରେ କିଭଳି ଭଲ ପାଠ ପଢାଯିବ ସେନେଇ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଦେବା, କୃତି ଛାତ୍ରଛାତ୍ରୀଙ୍କୁ ଲାପଟପ ... Read More »
EDUCATION ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ପଢାଯିବ ସଡକ ସୁରକ୍ଷା ବିଷୟ ATRNEWS BUREAU 29 Jan 2020 ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତିଦିନ ଦୁର୍ଘଟଣା ଘଟି ଲୋକ ମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ଦୁର୍ଘଟଣାରେ ଅଧିକାଂଶ ଯୁବପିଢି ମାନେ ମୃତ୍ୟୁବରଣ କରୁଛନ୍ତି । ଅନ୍ୟପଟେ ଲୋକ ମାନଙ୍କୁ ସଚେତନତା କରିବା ... Read More »
EDUCATION ଆକ୍ସନ ମୁଡ୍ ରେ ଉଚ୍ଚଶିକ୍ଷା ବିଭାଗ ATRNEWS BUREAU 27 Jan 2020 ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆକ୍ସନ ମୁଡ୍ ରେ ଉଚ୍ଚଶିକ୍ଷା ବିଭାଗ । ଗତ ଦୁଇ ଦିନ ତଳେ ସରକାରୀ ଅଧ୍ୟାପକ ମାନଙ୍କୁ ଘରୋଇ ଟ୍ୟୁସନ କରିବା ପାଇଁ ମନା କରିଥିଲେ । ଆଉ ଆଜି ତାଲିକା ... Read More »
EDUCATION କଲେଜ କମିଟିକୁ ବିଧାୟକ ମନା, ଅଧ୍ୟାପକଙ୍କୁ ଟ୍ୟୁସନ ମନା : ଉଚ୍ଚଶିକ୍ଷା ମନ୍ତ୍ରୀ ATRNEWS BUREAU 23 Jan 2020 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭୁବନେଶ୍ୱରରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ‘ଉଚ୍ଚଶିକ୍ଷାରେ ଅଭିଭାବକଙ୍କ ଭୂମିକା’ ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥିରୂପେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ... Read More »
EDUCATION ନରମିଲେ ମନ୍ତ୍ରୀ, ହେବ ପୁନଃବିଚାର ATRNEWS BUREAU 21 Jan 2020 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଆଜି ପୁଣି ମନ୍ତ୍ରୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ପିଲାମାନେ ପସ୍ତୁତ ହୋଇନଥିବାରୁ ... Read More »
EDUCATION ଯୁକ୍ତ ୨ ପାସଫେଲ ବିବାଦ : ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ATRNEWS BUREAU 20 Jan 2020 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାସ ମାର୍କ ରଖି ନପାରିଲେ ଦ୍ୱିତୀୟ ବର୍ଷକୁ ଛାତ୍ରଛାତ୍ରୀ ଯାଇ ପାରିବେ ନାହିଁ ବୋଲି ସରକାର ଘୋଷଣା କରିବା ପରେ ... Read More »