EDUCATION ଆସନ୍ତା ୩୦ରୁ ମିଳିବ ମେଟ୍ରିକ ସାର୍ଟିଫିକେଟ ATRNEWS BUREAU 29 Jun 2019 କଟକ (ଏଟିଆର ବ୍ୟୁରୋ); ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଆରମ୍ଭରୁ ବିବାଦ ଦେଖିବାକୁ ମିଳିଥିଲା । ତେବେ ସେ ଯାହାବି ହେଉ ରେଜଲ୍ଟ ସୁରୁଖୁରୁରେ ବାହାରିଛି । ସ୍କୁଲ ଜୀବନ ସରିବା ପରେ କଲେଜକୁ ... Read More »
EDUCATION ଚମକାଇ ଦେଲେ ଗଣଶିକ୍ଷା ମନ୍ତ୍ରୀ , ଅଚାନକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ATRNEWS BUREAU 27 Jun 2019 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚମକାଇ ଦେଲେ ଗଣଶିକ୍ଷା ମନ୍ତ୍ରୀ । ଅଚାନକ ୟୁନିଟ ୮ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଶିକ୍ଷାଧିକାରୀଙ୍କ ... Read More »
EDUCATION ଏଣିକି ସରକାରୀ ଶିକ୍ଷକଙ୍କ ଘରୋଇ ଟ୍ୟୁସନ କୁ ‘ନା’, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ATRNEWS BUREAU 24 Jun 2019 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ଆଉ ସରକାରୀ ଚାକିରି କରିଥିବା ଶିକ୍ଷକ ଶିକ୍ଷୟତ୍ରୀ କରି ପାରିବେ ନାହିଁ ଟ୍ୟୁସନ । ଏମିତି ଏକ ଚେତାବନୀ ଦେଇଛନ୍ତି ଆଞ୍ଚଳିକ ଶିକ୍ଷା ନିର୍ଦେଶକ । ଏମିତି ... Read More »
EDUCATION + ୩ ପାଇଁ ନାମ ଲେଖା ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ ATRNEWS BUREAU 24 Jun 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠାରୁ ଯୁକ୍ତ ୩ ପାଇଁ ଆରମ୍ଭ ହେଉଛି ନାମ ଲେଖା ପ୍ରକ୍ରିୟା । ଛାତ୍ର ଛାତ୍ରୀମାନେ ଆଜିଠାରୁ ଆବେଦନ କରିବେ । ପୂର୍ବାହ୍ନ ୧୧ଟାରେ ‘ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ’ ରେ ଫର୍ମ ଉପଲବ୍ଧ ... Read More »
EDUCATION ଏଣିକି ସ୍କୁଲ ଯିବା ଆସିବା ଖର୍ଚ୍ଚ ଦେବେ ସରକାର ATRNEWS BUREAU 22 Jun 2019 ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ଏଣିକି ସ୍କୁଲ ଯିବା ପାଇଁ ବାଟ ଖର୍ଚ୍ଚ ଦେବେ ସରକାର । ଏନେଇ ଖୋଦ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ... Read More »
EDUCATION ପ୍ରକାଶ ପାଇଲା +୨ କଳା ଓ ବାଣିଜ୍ୟ ରେଜଲ୍ଟ, ଏଥର ପାସ ହାର କମିଲା ATRNEWS BUREAU 21 Jun 2019 ପ୍ରକାଶ ପାଇଲା ଯୁ୍କ୍ତ ଦୁଇ କଳା , ବାଣିଜ୍ୟ ଓ ଧନ୍ଧା ମୂଳକ ଶିକ୍ଷାର ଫଳାଫଳ । ଭୁବନେଶ୍ୱର ସୂଚନା ଭବନରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ଚଳିତ ବର୍ଷ କଳାରେ ପାସ୍ ... Read More »
EDUCATION ଆଜି ବାହାରିବ +୨ କଳା ଏବଂ ବାଣିଜ୍ୟ ବିଭାଗର ରେଜଲ୍ଟ ATRNEWS BUREAU 21 Jun 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ପ୍ରକାଶ ପାଉଛି +୨ କଳା ଏବଂ ବାଣିଜ୍ୟ ଏବଂ ଧନ୍ଦା ମୂଳକ ଶିକ୍ଷାର ରେଜଲ୍ଟ । ଭୁବନେଶ୍ବର ସ୍ଥିତ ସୂଚନା ଭବନରେ ଦିନ ୩ଟା ବେଳେ ପ୍ରକାଶ ପାଇବ ... Read More »
EDUCATION ଆସନ୍ତା ୨୪ ତାରିଖରୁ +୩ ନାମ ଲେଖା ପାଇଁ ଆବେଦନ ATRNEWS BUREAU 20 Jun 2019 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ବର୍ଷ +୩ ନାମ ଲେଖା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୪ ତାରିଖରୁ ଏନେଇ ପିଲାମାନେ ଅନଲାଇନରେ ଆବେ ଦନ କରି ପାରିବେ ... Read More »
EDUCATION ବାଜି ମାରିଲେ ଜଗତସିଂହପୁର ଝିଅ, ଓଜେଇଇ ଟପ ATRNEWS BUREAU 20 Jun 2019 ଜଗତସିଂହପୁର ( ଏଟିଆର ବ୍ୟୁରୋ) : ସମସ୍ତଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ଜଗତସିଂହପୁର ଝିଅ ଶାଶ୍ୱତି ମହାନ୍ତି । ଓଜେଇଇ ପରୀକ୍ଷାରେ ଓଡିଶାରେ ପ୍ରଥମ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ... Read More »
EDUCATION ବଦଳିଲା ସରକାରଙ୍କ ନିଷ୍ପତ୍ତି , ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ ATRNEWS BUREAU 20 Jun 2019 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ପାଗ ପରିବର୍ତ୍ତନ ଯୋଗୁ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ପୂର୍ବରୁ ଖରାକୁ ଆଖିରେ ରଖି ସ୍କୁଲ ଗଣଶିକ୍ଷା ବିଭାଗ ଖରା ଛୁଟିକୁ ଆସନ୍ତା ୨୫ ତାରିଖ ... Read More »