ତ୍ୱଚାରୁ ପୁରୁଣା ଦାଗ ଦୂର କରିବାକୁ ଚାହୁଛନ୍ତି କି? ଆପଣାନ୍ତୁ କିଛି ଘରୋଇ ଉପଚାର
ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପୁରୁଷ ହୋଇଥାନ୍ତୁ କିମ୍ବା ମହିଳା । ଅନେକ ସମୟରେ ଦେଖିବାକୁ ମିଳେ ସେମାନଙ୍କ ତ୍ୱଚାରେ ବ୍ରଣ କିମ୍ବା କୌଣସି କଟା ଦାଗ ରହିଯାଇଥାଏ । ଏହି ଦାଗ ଯୋଗୁ ତାଙ୍କ ସୌନ୍ଦର୍ଯ୍ୟତାରେ ପ୍ରଭାବ ...