ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି କହିଲେ ସ୍ୱାମୀ , ବେକରେ ଦଉଡି ଦେଇ ଅତ୍ମହତ୍ୟା କଲେ ମହିଳା ।
ଚେନ୍ନାଇ (ଏଟିଆର ବ୍ୟୁରୋ) ; ସୁପ୍ରୀମକୋର୍ଟଙ୍କ ଏକ ରାୟ ଯୋଗୁ ଆତ୍ମହତ୍ୟା କଲେ ଜଣେ ବିବାହିତା ମହିଳା । ସ୍ୱାମୀଙ୍କ ମୁଖରୁ ଶୁଣିଲେ କିଛି ଏମିତି ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ...