NEWS IN ODIA ଅଣ୍ଟା ଭିଡିଲା କଂଗ୍ରେସ । ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ବୁଥକୁ ବୁଲିବ ଓଡିଶା କଂଗ୍ରେସ ଏକ୍ସପ୍ରେସ ATRNEWS BUREAU 04 Oct 2018 ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଓଡିଶାର ପ୍ରତ୍ୟେକ ବ୍ଲକରେ ବୁଲିବ ଓଡିଶା କଂଗ୍ରେସ ଏକ୍ସପ୍ରେସ । ଆଜି ଠାରୁ ଆରମ୍ଭ ହେଉଛି ଏହି ଯାତ୍ରା । ବସ ମାଧ୍ୟମରେ ପ୍ରତି ଗାଁ ଗାଁ ... Read More »
LIFESTYLE ଶରୀରରେ ରକ୍ତ ଅଭାବକୁ ଦୂର କରେ ଏହି ଫଳ ATRNEWS BUREAU 04 Oct 2018 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ନାଶପତି ବହୁତ ହିତକର । କିଛି ଲୋକ ଏହି ନାଶପତିର ଚୋପାକୁ ଛଡେଇ ଖାଇଥାନ୍ତି । କିନ୍ତୁ ସେମାନେ ହୁଏତ ଜାଣି ନାହାନ୍ତି କି ଯେତିକି ପୋଷଣ ... Read More »
INTERNATIONAL NEWS ଚିନ୍ତା ବଢାଉଛି ଚୀନର ହରକତ୍ । ଦିଲ୍ଲୀଠାରୁ ୧୩୫୦ କିଲୋମିଟର ଦୂରରେ ଚୀନ ତିଆରି କଲା ବଙ୍କର ATRNEWS BUREAU 04 Oct 2018 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଭାରତକୁ ଡାରାଇବାକୁ ଚେଷ୍ଠା କରୁଛି ଚୀନ । ସୀମା ପାରରେ ତିଆରି କରିଛି ବଙ୍କର । ଭାରତର ରାଜଧାନୀ ଦିଲ୍ଲୀଠାରୁ ମାତ୍ର ୧୩୫୦ କିଲୋମିଟର ଦୂରରେ ଚୀନ ... Read More »
CRIME ODISHA ସେଲ୍ସମ୍ୟାନଙ୍କୁ ହତ୍ୟା ATRNEWS BUREAU 04 Oct 2018 ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଢ଼େରଦିନ ପରେ ପୁଣି ରକ୍ତର ଛିଟା ଲାଗିଛି ବ୍ରହ୍ମପୁରରେ । ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି ମଦ ଦୋକାନରେ କାର୍ଯ୍ୟରତ ଜଣେ ସେଲ୍ସ ମ୍ୟାନକୁ । ତାଙ୍କ ନାଁ ବିଜୟ ... Read More »
NEWS IN ODIA ଶାନ୍ତ ପଡିଛି ଜଗନ୍ନାଥ ଧାମ ପୁରୀ,ହଟିଲା ୧୪୪ ଧାରା ATRNEWS BUREAU 04 Oct 2018 ପୁରୀ (ଏଟିଆର ବ୍ୟୁରୋ): ଧାଡି ଦର୍ଶନକୁ ନେଇ ଗତକାଲି ତୁମୁଳକାଣ୍ଡ ପରେ ଆଜି ଶାନ୍ତ ପଡିଛି ଶ୍ରୀକ୍ଷେତ୍ର । ଭକ୍ତ ଶାନ୍ତିର ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହାସହିତ ୧୪୪ ଧାରା ... Read More »
BUSINESS INDIA ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି । ଦୁଇ ଦେଶ ମଧ୍ୟରେ ହୋଇପାରେ ଏସ – ୪୦୦ ମିଶାଇଲ ଚୁକ୍ତି ATRNEWS BUREAU 04 Oct 2018 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆଜି ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିରି ପୁଟିନ । ନୂଆଦିଲ୍ଲୀରେ ଆୟୋଜିତ ଭାରତ -ଋଷ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତକୁ ଦୁଇ ଦିନିଆ ଗସ୍ତରେ ... Read More »
NEWS IN ODIA ଓଲଟିଲା ନାଇଟକୋଚ୍ ଯାତ୍ରୀବାହୀ ବସ୍, ୧୦ ଆହତ ATRNEWS BUREAU 04 Oct 2018 ଅନୁଗୁଳ (ଏଟିଆର ବ୍ୟୁରୋ): ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଅଘଟଣ ଘଟିଛି । ଓଲଟି ପଡିଲା ନାଇଟକୋଚ୍ ଯାତ୍ରୀବାହୀ ବସ୍ । ଏଥିରେ ଥିବା ଯାତ୍ରୀମାନଙ୍କ ... Read More »
CRIME ODISHA ମାନ ଇଜ୍ଜତ ପକାଇଲା ଏମବିସି! ATRNEWS BUREAU 03 Oct 2018 ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କେସ ନମ୍ବର ୮୯/୧୮ । ମହିଳା ଥାନାରେ ରୁଜୁ ହୋଇଥିବା ଏହି ମାମଲା ସୂଚାଇ ଦେଉଛି ସବୁ ମାନ ଇଜ୍ଜତ ପୋଡି ଖାଇଲା ଏମବିସି ଟିଭି । ଆଙ୍କର କରାଇ ଦେବାର ... Read More »
INTERNATIONAL NEWS ଇଣ୍ଡୋନୋସିଆ ପାଇଁ ସହାୟତାର ହାତ ବଢାଇଲା ଭାରତ । ସହାୟତା ନେଇ ଇଣ୍ଡୋନୋସିଆ ଅଭିମୁଖେ ଯାତ୍ରା କଲେ ନୌସେନାର ୩ ଟି ଜାହାଜ । ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ଦେଲା ଭାରତ । ATRNEWS BUREAU 03 Oct 2018 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଇଣ୍ଡୋନୋସିଆ ପାଇଁ ସହାୟତାର ହାତ ବଢାଇଲା ଭାରତ । ସହାୟତା ପାଇଁ ପ୍ରସ୍ତୁତ ଭାରତୀୟ ନୌସେନା । ପାଣି , କ୍ଷୀର , ଜୁସ , ବିସ୍କୁଟ ... Read More »
INTERNATIONAL NEWS ଟ୍ରମ୍ପଙ୍କ ଉଦେଶ୍ୟରେ ଆସିଲା ସନ୍ଦିଗ୍ଧ ଲିଫାପା । ଲିଫାପା ମଧ୍ୟରେ ବିଷାକ୍ତ ପଦାର୍ଥ ଥିବା ନେଇ ସନ୍ଦେହ ATRNEWS BUREAU 03 Oct 2018 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆମେରିକାର ରାଷ୍ଟ୍ରପତିଙ୍କ ପାଖକୁ ଆସିଲା ସନ୍ଦିଗ୍ଧ ଲିଫାପା । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ତେବେ ସନ୍ଦିଗ୍ଧ ଲିଫାପାରେ ଘାତକ ବିଷାକ୍ତ ପଦାର୍ଥ ... Read More »