ODISHA ଶପଥ ଗ୍ରହଣ କଲେ ଓଡିଶା ହାଇକୋର୍ଟର ୨ ନୂତନ ବିଚାରପତି ATRNEWS BUREAU 10 Jun 2022 କଟକ (ଏଟିଆର ବ୍ୟୁରୋ): ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଜଷ୍ଟିସ ଶୁଭାଶିଷ ତାଳପତ୍ର ଏବଂ ଆଇନଜିବୀ ସଞ୍ଜୟ କୁମାର ମିଶ୍ର ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ ... Read More »
HEALTH & MEDICINE ଦେଶରୁ ନୂତନ ୭୫୮୪ କରୋନା ମାମଲା ଚିହ୍ନଟ ATRNEWS BUREAU 10 Jun 2022 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ଏବେ ପୁଣି ଉପରମୁହାଁ ହେଉଛି କରୋନା ମିଟର । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ... Read More »
HEALTH & MEDICINE ରାଜ୍ୟରୁ ନୂତନ ଚିହ୍ନଟ ହେଲେ ୨୦ କରୋନା ରୋଗୀ ATRNEWS BUREAU 10 Jun 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ଉପର ତଳ ହେଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ... Read More »
ODISHA ହିଟ୍ ୱେଭ ଲାଗି ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ATRNEWS BUREAU 09 Jun 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବା ହେତୁ ରାଜ୍ୟର ୮ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୮ ଜିଲ୍ଲା ମଧ୍ୟରେ ରହିଛି ବଲାଙ୍ଗୀର, ... Read More »
HEALTH & MEDICINE ରାଜ୍ୟରୁ ନୂତନ ଚିହ୍ନଟ ହେଲେ ୩୧ କରୋନା ରୋଗୀ ATRNEWS BUREAU 09 Jun 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ... Read More »
ODISHA ଜୁନ୍ ୧୩ ରେ ହେବ ବାଚସ୍ପତି ନିର୍ବାଚନ ATRNEWS BUREAU 08 Jun 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ବିଧାନସଭା ନେଇ ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସେଥିପାଇଁ ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ... Read More »
HEALTH & MEDICINE ରାଜ୍ୟରୁ ନୂତନ ଚିହ୍ନଟ ହେଲେ ୧୫ କରୋନା ରୋଗୀ ATRNEWS BUREAU 08 Jun 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ... Read More »
ODISHA ବାରବାଟୀ ଟି-୨୦ ପାଇଁ ଆଜିଠୁ ଆରମ୍ଭ ଅଫଲାଇନ୍ ଟିକେଟ ବିକ୍ରି ATRNEWS BUREAU 07 Jun 2022 କଟକ (ଏଟିଆର ବ୍ୟୁରୋ): ଆଉ ମାତ୍ର ୪ଟା ଦିନ ପରେ ବାରବାଟୀ ଟି-ଟ୍ୱେଣ୍ଟି । ଏନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଥିବା ବେଳେ ଆଜିଠୁ ଅଫଲାଇନ୍ ରେ ଆରମ୍ଭ ହୋଇଛି ଟିକେଟ ବିକ୍ରି । ଓସିଏ ... Read More »
ODISHA ସାଲେପୁରକୁ ଗଡିବ ମୋ ବସ୍ ATRNEWS BUREAU 07 Jun 2022 କଟକ (ଏଟିଆର ବ୍ୟୁରୋ): ଏଣିକି ସାଲେପୁରକୁ ଗଡିବ ମୋ ବସ୍ । ସରକାରଙ୍କ ପକ୍ଷରୁ କଟକ ଜିଲ୍ଲା ସାଲେପୁରକୁ ମୋ ବସ୍ ସେବା ଯୋଗାଇ ଦିଆଯିବ । ଏହାଦ୍ୱାରା ଗମନାଗମନ ଆହୁରି ସହଜ ହେବା ... Read More »
ODISHA ରଥଖଳା ଅପଡେଟ, ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ATRNEWS BUREAU 07 Jun 2022 ପୁରୀ (ଏଟିଆର ବ୍ୟୁରୋ):ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ପଡିଛି ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥଖଳାରେ ଏବେ ସୁଦ୍ଧା ତିନି ରଥର ... Read More »