କଟକ (ଏଟିଆର ବ୍ୟୁରୋ): ଘୋଷଣା ହେଲା ଦଶମ ଶ୍ରେଣୀ ପରୀକ୍ଷା ଫଳ ତାରିଖ । ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ । ସକାଳ ୧୦ ଟାରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହାପରେ ଦିନ ୧୨ ଟାରେ ୱେବସାଇଟ ଜରିଆରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ । ଏନେଇ ବୋର୍ଡ ପକ୍ଷରୁ ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି ।
bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହେବ । ଝଗଝ ମାଧ୍ୟମରେ ମଧ୍ୟ ନିଜ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଙଜ ସ୍ପେସ୍ ରୋଲ ନଂ ଲେଖି ୫୬୭୬୭୫୦କୁ ଝଗଝ କରି ରେଜଲ୍ଟ ଜାଣିପାରିବେ ।