ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ବିଟାଉନରେ ଚହଳ ସୃଷ୍ଟି କରିଛି ଅଜୟ ଦେବଗନଙ୍କ ଫିଲ୍ମ ‘ଦ୍ରିଶ୍ୟମ ୨’ । ଫିଲ୍ମଟି ବକ୍ସଅଫିସରେ ହଲଚଲ ମଚଉଛି । ଦ୍ୱିତୀୟ ସପ୍ତାହରେ ମଧ୍ୟ ଫିଲ୍ମଟି ଭଲ କଲେକ୍ସନ କରିଛି ।
ବକ୍ସଅଫିସଇଣ୍ଡିଅ ରିପୋର୍ଟ ମୁତାବ.ଫିଲ୍ମ ରିଲିଜ ହେବାର ୧୨ ଦିନ ମଧ୍ୟରେ ୧୫୦ କୋଟିର ଅଧିକ ଆୟ କରିସାରିଲାଣି । ମଙ୍ଗଳବାର ଦ୍ରିଶ୍ୟମ ୨ ‘ ବକ୍ସଅଫିସରେ ୫ କୋଟି କଲେକ୍ସନ କରିଛି ।