ମୁମ୍ବାଇ (ଏଟିଆର ବ୍ୟୁରୋ): ଅଭିନେତ୍ରୀ ସୁଷ୍ମିତା ସେନ୍ ଓ ଲଳିତ ମୋଦିଙ୍କ ଡେଟିଂ ଖବର ସମସ୍ତଙ୍କୁ ଚକିତ କରିଥିବା ବେଳେ ଏନେଇ ସୁଷ୍ମିତାଙ୍କ ଏକ୍ସ ବଏଫ୍ରେଣ୍ଡ ରୋହମନ ରିଆକ୍ସନ ଦେଇଛନ୍ତି ।
ସେ କହିଛନ୍ତି କି, ତାଙ୍କୁ ଖୁସୀରେ ରହିବାକୁ ଦିଅ । ପ୍ରେମ ବହୁତ ସୁନ୍ଦର । ମୁଁ କେବଳ ଏତିକି ଜାଣିଛି ଯଦି ସେ କାହାକୁ ବାଛିଛନ୍ତି ତେବେ ସେ ତାଙ୍କ ଯୋଗ୍ୟ ହୋଇଥିବେ ।