ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାଁଙ୍କ ବିକିନି ଫଟୋସୁଟ୍ ଫଟୋ । ସାରାଙ୍କ ଏହି ଫଟୋସୁଟ୍ କରୀନା କପୁରଙ୍କ ଏକ ପୁରୁଣା ଫଟୋ କଥା ମନେ ପକାଇ ଦେଇଛି । ଏଥିରୁ ଜଣା ପଡୁଛି କି ସମ୍ପୂର୍ଣ୍ଣ କରୀନାଙ୍କ ଲୁକ୍ କୁ କପି କରିଛନ୍ତି ସାରା ।
ଏହି ଫଟୋ ଗୁଡିକୁ ସାରା ତାଙ୍କ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସାରା ଏକ କମଳା ରଙ୍ଗର ବିକିନି ଉପରେ ଧଳା ରଙ୍ଗର ସ୍ରଗ ପିନ୍ଧ ସମୁଦ୍ରକୂଳେ ପୋଜ ଦେଉଥିବାର ନଜର ଆସୁଛନ୍ତି ।
ସେହିପରିୁ କିଛି ଦିନ ପୂର୍ବେ କରୀନା କପୁର ଏକ ଫଟୋସୁଟ କରିଥିଲେ । ଯେଉଁଥିରେ ସେ କମଳା ରଙ୍ଗର ବିକିନି ସହିତ ଧଳା ଶ୍ରଗ ପିନ୍ଧିଥିବାର ନଜରକୁ ଆସିଥିଲେ ।
ସାରାଙ୍କ ଏହି ଲକ୍ସ ସମ୍ପର୍ଣ୍ଣ କରୀନାଙ୍କ ପୂର୍ବ ଫଟୋସୁଟ୍ ର ଲୁକ୍ସ ସହିତ ମିଶି ଯାଉଛି । ଏହା ପ୍ରଥମ ଥର ନୁହେଁ ଏହାପୂର୍ବରୁ ଅନେକ ଥର କରୀନାଙ୍କ ଲୁକ୍ସକୁ କପି କରିଛନ୍ତି ସାରା ।