ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ମାମଲା ସାମାନ୍ୟ ବୃଦ୍ଧି ହେଉଥିବାର ନଜର ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟାରେ ୨୬୮ ନୂତନ ମାମଲା ସାମ୍ନାକୁ ଆସିଛି । ଯାହା ପୂର୍ବାପେକ୍ଷା ଅଧିକ ରହିଛି ।
ଦେଶରେ ଏବେ କରୋନାର ସକ୍ରିୟ ମାମଲା ୩୫୫୨ ହୋଇଯାଇଛି । ୨୪ ଘଣ୍ଟାରେ ୯୯୨୩୧ ଭାକ୍ସିନ ଡୋଜ ଦିଆଯାଇଛି ।