ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଥମିବାର ଲାଗୁନି କରୋନା ପ୍ରକୋପ । ରାଜ୍ୟରେ ପୁଣି ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ବାସୀନ୍ଦା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 19th JUNE
New positive cases: 179
In quarantine: 150
Local contacts: 29(Details of local contacts will be shared by concerned District Administration)
District Wise Cases
1. Khordha: 27
2. Angul: 6
3. Nawarangpur: 1
4. Jagatsinghpur: 4
5. Cuttack: 15— I & PR Department, Odisha (@IPR_Odisha) June 20, 2020
ଆଜି ଚିହ୍ନଟ ହୋଇଥିବା ନୂତନ ୧୭୯ ମାମଲା ମଧ୍ୟରୁ ଖୋର୍ଦ୍ଧାର ୨୭, ଅନୁଗୁଳର ୬, ନବରଙ୍ଗପୁରର ୧, ଜଗତସିଂହପୁରର ୪, କଟକର ୧୫, ବରଗଡ ୨, ଭଦ୍ରକ ୫, ଯାଜପୁର ୩, ମାଲକାନାଗିରିର ୨, ରାୟଗଡାର ୫, କେନ୍ଦୁଝରର ୧୮, ଦେଓଗଡର ୧,ଗଞ୍ଜାମର ୫୭, କେନ୍ଦ୍ରପଡାର ୫, ମୟୂରଭଞ୍ଜର ୧୦ , ଏନଡିଆରଏଫ/ଅଗ୍ନିଶମ କର୍ମୀ ୧୮(ଆମ୍ପାନ ଡ୍ୟୁଟି କରି କୋଲାକାତା ଫେରନ୍ତା) ।
New recoveries: 153
Cumulative tested: 219774
Positive: 4856
Recovered: 3297
Active cases: 1543— I & PR Department, Odisha (@IPR_Odisha) June 20, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ କୁ ବୃଦ୍ଧି ପାଇଛି । ସେଥିରୁ ୩୨୯୭ ଜଣ ସୁସ୍ଥ ହୋଇ ସାରିଲେଣି । ୧୫୪୩ ଟି ସକ୍ରିୟ ମାମଲା ରହିଛି ।