ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୨୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Gajapati: 6
8. Ganjam: 3
9. Jagatsinghpur: 5
10. Jajpur: 2
11. Kalahandi: 4
12. Kandhamal: 2
13. Kendrapada: 6
14. Keonjhar: 2
15. Khurda: 26
16. Koraput: 1
17. Mayurbhanj: 10
18. Nawarangpur: 1
19. Nayagarh: 5
20. Nuapada: 6
21. Puri: 11— I & PR Department, Odisha (@IPR_Odisha) September 28, 2022
22. Rayagada: 5
23. Sambalpur: 15
24. Sonepur: 2
25. Sundargarh: 35
26. State Pool: 6New recoveries: 204
Cumulative tested: 33551022
Positive: 1333707
Recovered: 1323035
Active cases: 1427— I & PR Department, Odisha (@IPR_Odisha) September 28, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୦୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୩୭୦୭ରହିଥିବା ବେଳେ ୧୪୨୭ ଜଣ ଚିକିତ୍ସିତ ହେଉଛନ୍ତି ।