ଲଗାଣ ବର୍ଷା ଯୋଗୁଁ ଆଜି ବନ୍ଦ ଶିମିଳିପାଳ ଅଭୟାରଣ୍ୟ ATRNEWS BUREAU 25 Jan 2024 ODISHA Leave a comment ଏଟିଆର ବ୍ୟୁରୋ: ଆଜି ବନ୍ଦ ରହିଛି ଶିମିଳିପାଳ । ଲଗାଣ ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ରାସ୍ତା ଖରାପ ରହିଛି । ଲଗାଣ ବର୍ଷା ଯୋଗୁଁ ଅଭୟାଣ୍ୟର ରାସ୍ତା ଖରାପ ସହ ବିଭିନ୍ନ ସ୍ଥାନରେ ଜଙ୍ଗଲ ରାସ୍ତା କାଦୁଅ ହେବା ଯୋଗୁଁ ଜାତୀୟ ଉଦ୍ୟାନକୁ ବନ୍ଦ କରିବାର ନିଷ୍ପତି ନେଇଛି ବନ ବିଭାଗ । #AtrNews #Odisha #Similipal #Closed 2024-01-25 ATRNEWS BUREAU Tags #AtrNews #Odisha #Similipal #Closed