ବ୍ରହ୍ମପୁର (ଏଟିଆର ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳିରେ ସୁପ୍ରିମୋଙ୍କୁ ଫୁଲ ମାଳ ଦେଇ ସ୍ୱାଗତ କରିଛନ୍ତି ଦଳୀୟ କର୍ମୀ ।
ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭାରେ ବିଜେଡିର ବହୁ ବରିଷ୍ଠ ନେତା ମନ୍ତ୍ରୀ ମାନେ ଉପସ୍ଥିତ ରହିଛନ୍ତି ।