ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୮୧ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 64
8. Deogarh: 17
9. Dhenkanal: 17
10. Gajapati: 33
11. Ganjam: 9
12. Jagatsinghpur: 28
13. Jajpur: 40
14. Jharsuguda: 10
15. Kalahandi: 11
16. Kandhamal: 26
17. Kendrapada: 14
18. Keonjhar: 15
19. Khurda: 113
20. Koraput: 90
21. Malkangiri: 3
22. Mayurbhanj: 26— I & PR Department, Odisha (@IPR_Odisha) February 16, 2022
23. Nawarangpur: 20
24. Nayagarh: 17
25. Nuapada: 25
26. Puri: 11
27. Rayagada: 13
28. Sambalpur: 39
29. Sonepur: 10
30. Sundargarh: 89
31. State Pool: 25New recoveries: 1671
Cumulative tested: 28595269
Positive: 1279898
Recovered: 1261467
Active cases: 9433— I & PR Department, Odisha (@IPR_Odisha) February 16, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୬୭୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୯୮୯୮ ରହିଥିବା ବେଳେ ୯୪୩୩ ଜଣ ଚିକିତ୍ସିତ ହେଉଛନ୍ତି ।