ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ୩୦୭ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୮୭ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 115
8. Deogarh: 8
9. Gajapati: 2
10. Ganjam: 1
11. Jagatsinghpur: 11
12. Jajpur: 12
13. Jharsuguda: 6
14. Kalahandi: 2
15. Kendrapada: 4
16. Keonjhar: 5
17. Khurda: 303
18. Koraput: 10
19. Mayurbhanj: 16
20. Nawarangpur: 7
21. Nayagarh: 11
22. Nuapada: 11
23. Puri: 36— I & PR Department, Odisha (@IPR_Odisha) July 13, 2022
24. Rayagada: 3
25. Sambalpur: 14
26. Sonepur: 7
27. Sundargarh: 65
28. State Pool: 60New recoveries: 404
Cumulative tested: 32276220
Positive: 1295328
Recovered: 1282270
Active cases: 3878— I & PR Department, Odisha (@IPR_Odisha) July 13, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୪୦୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୫୩୨୮ ରହିଥିବା ବେଳେ ୩୮୭୮ ଜଣ ଚିକିତ୍ସିତ ହେଉଛନ୍ତି ।