ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ କୋରୋନା ମହାମାରୀ ସଂକ୍ରମଣ ବଢିବାକୁ ଲାଗିଛି । ଏହା ସାରା ବିଶ୍ୱବ୍ୟାପି ହୋଇଗଲାଣି । କୋରୋନାକୁ ନେଇ ବର୍ତ୍ତମାନ ଭାରତର ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧ ମିଲିୟନରୁ ଅଧିକ ଟପିଲାଣି ।ଓଡିଶାରେ ମଧ୍ୟ ଦିନକୁ ଦିନ କୋଭିଡ-୧୯ କେସ ବଢିବାକୁ ଲାଗିଛି । ଏହି ମହାମାରୀରୁ ଅନେକ ଭଲ ହେଉଥିବା ବେଳେ କିଛି ଲୋକଙ୍କର ଜୀବନ ମଧ୍ୟ ଚାଲି ଯାଉଛି କିନ୍ତୁ କୋଭିଡ-୧୯ରୁ ଜଦି କିଛି ରୋଗୀ ସୁସ୍ଥ ହେଉଛନ୍ତି ତାହା ସମ୍ଭବ ହୋଇ ପାରିଛି ଡାକ୍ତର, ନର୍ସ , ଆଶା କର୍ମୀ , ପୋଲିସ ଓ ଜରୁରୀ କାଳିନ ପରିସ୍ଥିତିରେ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା କୋରୋନା ଯୋଦ୍ଧାଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ନିିବେଦନ କରିଛନ୍ତି ।
ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ। କୋଭିଡ ଯୁଦ୍ଧରେ ରାଜ୍ୟର ସଂଗ୍ରାମରେ ଏହା ହେଉଛି ଏକ ବଡ ଘଟଣା। ସମସ୍ତଙ୍କ ସହଯୋଗରେ ଓ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋରୋନା ରୋଗୀଙ୍କର ଅଧିକ ଜୀବନ ରକ୍ଷା ହୋଇ ପାରିଛି। ଓଡିଶାରେ ୦.୫୭ ପ୍ରତିଶତ ଅଟେ, ଯାହାକି ସାରା ଦେଶରେ ସବୁଠାରୁ କମ୍ । ବର୍ତ୍ତମାନ ଲୋକଙ୍କ ସୁରକ୍ଷା ଆମର ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଆଜି ସନ୍ଧ୍ୟା ୬ ଟାରେ ଏକ ମିନିଟ ପାଇଁ ଓଡିଶାବାସୀଙ୍କୁ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024