ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୫୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୯୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୧୦ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 75
8. Deogarh: 3
9. Dhenkanal: 2
10. Gajapati: 9
11. Ganjam: 4
12. Jagatsinghpur: 14
13. Jajpur: 13
14. Jharsuguda: 5
15. Kalahandi: 18
16. Kandhamal: 4
17. Kendrapada: 2
18. Khurda: 371
19. Koraput: 6
20. Mayurbhanj: 32
21. Nawarangpur: 3
22. Nayagarh: 27— I & PR Department, Odisha (@IPR_Odisha) July 19, 2022
23. Nuapada: 7
24. Puri: 20
25. Rayagada: 15
26. Sambalpur: 53
27. Sonepur: 37
28. Sundargarh: 103
29. State Pool: 76New recoveries: 539
Cumulative tested: 32388746
Positive: 1300873
Recovered: 1285374
Active cases: 6316— I & PR Department, Odisha (@IPR_Odisha) July 19, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୫୩୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୦୦୮୭୩ ରହିଥିବା ବେଳେ ୬୩୧୬ ଜଣ ଚିକିତ୍ସିତ ହେଉଛନ୍ତି ।