ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୬୪ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୬୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 132
8. Deogarh: 7
9. Dhenkanal: 2
10. Gajapati: 11
11. Ganjam: 2
12. Jagatsinghpur: 20
13. Jajpur: 26
14. Jharsuguda: 25
15. Kalahandi: 13
16. Kandhamal: 3
17. Kendrapada: 11
18. Keonjhar: 10
19. Khurda: 307
20. Koraput: 6
21. Mayurbhanj: 53
22. Nawarangpur: 7— I & PR Department, Odisha (@IPR_Odisha) July 20, 2022
23. Nayagarh: 14
24. Nuapada: 13
25. Puri: 24
26. Rayagada: 10
27. Sambalpur: 65
28. Sonepur: 42
29. Sundargarh: 197
30. State Pool: 71New recoveries: 737
Cumulative tested: 32410847
Positive: 1301995
Recovered: 1286111
Active cases: 6701— I & PR Department, Odisha (@IPR_Odisha) July 20, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୩୭ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୦୧୯୯୫ ରହିଥିବା ବେଳେ ୬୭୦୧ ଜଣ ଚିକିତ୍ସିତ ହେଉଛନ୍ତି ।