ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୪୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୪୮ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 34
8. Deogarh: 5
9. Dhenkanal: 1
10. Gajapati: 7
11. Ganjam: 3
12. Jagatsinghpur: 2
13. Jajpur: 12
14. Jharsuguda: 19
15. Kalahandi: 37
16. Kandhamal: 21
17. Kendrapada: 3
18. Keonjhar: 10
19. Khurda: 91
20. Koraput: 12
21. Mayurbhanj: 72
22. Nawarangpur: 32— I & PR Department, Odisha (@IPR_Odisha) August 6, 2022
23. Nayagarh: 17
24. Nuapada: 14
25. Puri: 3
26. Rayagada: 21
27. Sambalpur: 83
28. Sonepur: 16
29. Sundargarh: 175
30. State Pool: 21New recoveries: 1011
Cumulative tested: 32766610
Positive: 1318145
Recovered: 1302941
Active cases: 6005— I & PR Department, Odisha (@IPR_Odisha) August 6, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୦୧୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୮୧୪୫ ରହିଥିବା ବେଳେ ୬୦୦୫ ଜଣ ଚିକିତ୍ସିତ ହେଉଛନ୍ତି ।