ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୦୧ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୯ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Deogarh: 2
8. Ganjam: 4
9. Jagatsinghpur: 3
10. Jajpur: 7
11. Jharsuguda: 3
12. Kalahandi: 6
13. Kandhamal: 4
14. Kendrapada: 2
15. Keonjhar: 6
16. Khurda: 33
17. Koraput: 2
18. Mayurbhanj: 8
19. Nawarangpur: 17
20. Nayagarh: 7
21. Nuapada: 8
22. Puri: 12
23. Rayagada: 2— I & PR Department, Odisha (@IPR_Odisha) September 11, 2022
24. Sambalpur: 16
25. Sonepur: 5
26. Sundargarh: 58
27. State Pool: 8New recoveries: 246
Cumulative tested: 33330088
Positive: 1330240
Recovered: 1319246
Active cases: 1756— I & PR Department, Odisha (@IPR_Odisha) September 11, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୪୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୦୨୪୦ ରହିଥିବା ବେଳେ ୧୭୫୬ ଜଣ ଚିକିତ୍ସିତ ହେଉଛନ୍ତି ।