ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 66
8. Deogarh: 2
9. Ganjam: 5
10. Jagatsinghpur: 4
11. Jajpur: 2
12. Kalahandi: 14
13. Kandhamal: 3
14. Kendrapada: 2
15. Keonjhar: 2
16. Khurda: 51
17. Koraput: 5
18. Mayurbhanj: 5
19. Nawarangpur: 9
20. Nayagarh: 5
21. Nuapada: 4
22. Puri: 3— I & PR Department, Odisha (@IPR_Odisha) September 15, 2022
23. Rayagada: 2
24. Sambalpur: 18
25. Sonepur: 8
26. Sundargarh: 39
27. State Pool: 11New recoveries: 275
Cumulative tested: 33383707
Positive: 1331139
Recovered: 1320216
Active cases: 1685— I & PR Department, Odisha (@IPR_Odisha) September 15, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୭୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୧୧୩୯ ରହିଥିବା ବେଳେ ୧୬୮୫ ଜଣ ଚିକିତ୍ସିତ ହେଉଛନ୍ତି ।